ସାପୁଆ, କଣ୍ଟିଆ ନଦୀରେ ବନ୍ୟା: ୪ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ, ୫୪୮୫ ସ୍ଥାନାନ୍ତର

କଟକ-ସମ୍ବଲପୁର ରାସ୍ତାରେ ୩ ଫୁଟ ପାଣି ଆଠଗଡ: ଆଠଗଡ଼ରେ ସାପୁଆ ଓ କଣ୍ଟିଆ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ସାପୁଆ ନଦୀରେ ରାସ୍ତାରୁ ମାତ୍ର ଏକ ଫୁଟ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଦୁଇ ନଦୀରେ ବନ୍ୟା ଆସିଥିବା ବେଳେ ଆଠଗଡ଼ ବ୍ଲକରେ ଚାଷ ଜମି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବ୍ଲକ୍‌ରେ ୩ ହଜାର ହେକ୍ଟରରୁ ଅଧିକ ଜମି … Continue reading ସାପୁଆ, କଣ୍ଟିଆ ନଦୀରେ ବନ୍ୟା: ୪ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ, ୫୪୮୫ ସ୍ଥାନାନ୍ତର